ଗସ୍ତିଦାର୍ Gastidār

  • ବୈଦେ. ବି. (ଫା) — ଯେଉଁ ଗୁମାସ୍ତା ବଣିକମାନଙ୍କ ତରଫରୁ ପଣ୍ୟଦ୍ରବ୍ୟାଦିର ଭାଉ ବୁଝିବା ନିମନ୍ତେ ଭିନ୍ନ ଭିନ୍ନ ସ୍ଥାନ ବୁଲନ୍ତି — A travelling commercial agent