ଗସ୍ତ ଖିଲାଇବା Gasta khilāibā

  • ପ୍ରାଦେ. (କଟକ ସହର) କ୍ରି — ବନ୍ଧା ହୋଇ ରହିଥିବା ଘୋଡ଼ା ବା ଗୋରୁଆଦି ପଶୁଙ୍କ ଗୋଡ଼ ଖେଳିଯିବା— ପାଇଁ ଟହଲାଇ ଆଣିବା — To give an airing to a horse or cow for exercise