ଗଳିପଡ଼ିବା Gaḻipaṟḍ̠ibā

  • ଦେ. କ୍ରି. (ସଂ. ଗଳ ଧାତୁ) — ନିମ୍ନକୁ ପ୍ରବିଷ୍ଟ ହେବା — To enter through or deeply
  • ଦେ. କ୍ରି. (ସଂ. ଗଳ ଧାତୁ) — ଅବିଶ୍ରାନ୍ତ ବା ବିଶେଷ ପରିମାଣରେ ସ୍ରବିବା — To pour or fall down profusely
  • ଦେ. କ୍ରି. (ସଂ. ଗଳ ଧାତୁ) — ନରମାନଙ୍କ ଦେହରୁ ଝାଳ ଗଳି ପଡ଼ିବାରୁ ହୋନ୍ତି ଚନ୍ଦନ ଦେହେ ବୋଳି। କୃଷ୍ଣସିଂହ, ମହାଭାରତ, ବନ।
  • ଦେ. କ୍ରି. (ସଂ. ଗଳ ଧାତୁ) — ବହୁ ସଂଖ୍ୟକ ବସ୍ତୁ ବା ଗହଳି ମଧ୍ୟରେ ଅଦୃଶ୍ୟ ହେବା ବା ଲୁଚି ଯିବା — To be hidden amidst a crowd
  • ଦେ. କ୍ରି. (ସଂ. ଗଳ ଧାତୁ) — ଗାଣ୍ଡି ଗଳିପଡ଼ିବା (ଦେଖ) — Gāṇḍi gaḻipaṟḍ̠ibā (See)