ଗଳିତ Gaḻita

  • ସଂ. ବିଣ. (ଗଳ ଧାତୁ=କ୍ଷରିତ ହେବା+କର୍ତ୍ତୃ. ତ) — ବୋହି ପଡ଼ୁଥିବା; ସ୍ରବୁଥିବା — Flowing; running
  • ସଂ. ବିଣ. (ଗଳ ଧାତୁ=କ୍ଷରିତ ହେବା+କର୍ତ୍ତୃ. ତ) — କ୍ଷରିତ — Dropped
  • ସଂ. ବିଣ. (ଗଳ ଧାତୁ=କ୍ଷରିତ ହେବା+କର୍ତ୍ତୃ. ତ) — ଦ୍ରବୀଭୂତ — Melted; molten
  • ସଂ. ବିଣ. (ଗଳ ଧାତୁ=କ୍ଷରିତ ହେବା+କର୍ତ୍ତୃ. ତ) — ସ୍ଖଳିତ; ପତିତ — Fallen
  • ସଂ. ବିଣ. (ଗଳ ଧାତୁ=କ୍ଷରିତ ହେବା+କର୍ତ୍ତୃ. ତ) — ପଚା; ପଚିଯାଇଥିବା — Rotten; mortified
  • ସଂ. ବିଣ. (ଗଳ ଧାତୁ=କ୍ଷରିତ ହେବା+କର୍ତ୍ତୃ. ତ) — ଲୁପ୍ତ; ନଷ୍ଟ — Disappeared
  • ସଂ. ବିଣ. (ଗଳ ଧାତୁ=କ୍ଷରିତ ହେବା+କର୍ତ୍ତୃ. ତ) — ଶିଥିଳ — Slackened