ଗଳିତଯୌବନା Gaḻitaj̄a̲u̲banā

  • ସଂ. ବିଣ. ସ୍ତ୍ରୀ. (ବହୁବ୍ରୀହି; ଗଳିତ+ଯୌବନ +ଆ) — ଯେଉଁ ସ୍ତ୍ରୀର ଯୁବାକାଳ ଟପି ଗଲାଣି — (a woman) Past her youth