ଗଳିତକୁଷ୍ଠ Gaḻitakushṭha

  • ସଂ. ବି — ଶରୀରଯାକ ଘାଆ ହୋଇ ରକ୍ତ ପୂଜ ବହି ଆଙ୍ଗୁଠି ଆଦି ଖସି ପଡ଼ିବା ଅବସ୍ଥା ବିଶିଷ୍ଟ କୁଷ୍ଠ ରୋଗ — Advanced leprosy (the stage in which there are oozing sores and ulcers and the extremities drop off); gangrenous leprosy