ଗଳିଆ ରକ୍ତ Gaḻiā rakta

  • ଦେ. ବି. — ହାତଗୋଡ଼କୁ ରକ୍ତ ଗଡ଼ି ପଡ଼ିବା ହେତୁରୁ ଅସ୍ଥାୟୀ ଫୁଲା (ରୋଗବିଶେଷ) — A morbid swelling of parts of limbs (a disease)