ଗଳାବାଜି Gaḻābāji

  • ଦେ. ବି — ଉଚ୍ଚୈଃସ୍ୱରରେ ଚିତ୍କାର — Vociferation; too much exercising of the lungs
  • ଦେ. ବି — ଉଚ୍ଚୈଃସ୍ୱରରେ ବକ୍ତୃତା — Very loud address or harangue
  • ଦେ. ବି — ନିଷ୍ଫଳ ବା ବୃଥା ଆସ୍ଫାଳନ — Vain bragging