ଗଳା ମେଲିବା Gaḻā melibā

  • ଦେ. କ୍ରି — ବଡ଼ପାଟି କରିବା; ଚିତ୍କାର କରିବା — To cry out
  • ଦେ. କ୍ରି — ଆନ ଧନୁ ଧରିଣ ଦ୍ରୁପଦଙ୍କ ବେଟା ରହ ରହ ବୋଇଲେ ମେଲିଣ ଗଳାଟା—କୃଷ୍ଣସିଂହ, ମହାଭାରତ, କର୍ଣ୍ଣ।
  • ଦେ. କ୍ରି — ଉଚ୍ଚୈଃସ୍ୱରରେ କାନ୍ଦିବା — To cry aloud