ଗଳା ଧରିବା Gaḻā dharibā

  • ଦେ. ବି — (ଯମ, ମୃତ୍ୟୁ) ପରଲୋକକୁ ନେବା ପାଇଁ ତଣ୍ଟିଧରିବା ବା ଆୟତ୍ତକରିବା — (said of the God of Death) To take a firm grip of a person's throat
  • ଦେ. ବି — କଳା କେଶ ହେଲା ଧଳା, ମୃତ୍ୟୁ ଧରିଅଛି ଗଳା—ମଧୁସୂଦନ।
  • ଦେ. ବି — ଗଳାଧରା (ଦେଖ) — Gaḻādharā (See)