ଗଳା ଘଡ଼ଘଡ଼ Gaḻā ghaṟḍ̠aghaṟḍ̠a
- ଦେ. ବି. (ସଂ. ଗଳା+ଘର୍ଘର) — ସରଦି, ସନ୍ନିପାତ ବା ଆସନ୍ନ ମୃତ୍ୟୁ ଯୋଗୁଁ ଗଳାରେ ଶ୍ଳେଷ୍ମା ଜମିବାରୁ ନିଶ୍ୱାସପ୍ରଶ୍ୱାସ ସମୟରେ ଶ୍ଳେଷ୍ମା ଜନିତ ଘଡ଼ଘଡ଼ ଶବ୍ଦ — Gurgling sound due to the breath passing through the larynx choked with phlegm (due to or impending death)