ଗଳଲଗ୍ନ Gaḻalagna

  • ସଂ. ବିଣ. ( 7 ମୀ ତତ୍; ଗଳ+ଲଗ୍ନ) — ଗଳାରେ ଜଡ଼ିତ — Attached to the neck
  • ସଂ. ବିଣ. ( 7 ମୀ ତତ୍; ଗଳ+ଲଗ୍ନ) — ତଣ୍ଟିରେ ଅଟକି ଯିବା — Sticking to the throat