ଗଳବନ୍ଧନ Gaḻabandhana

  • ସଂ. ବି (ଗଳ+ବନ୍ଧନ) — ଗଳାଚାରିପାଖେ ବନ୍ଧା ହେବା ରଜ୍ଜୁ ବା ବସ୍ତ୍ର — A piece of cloth tied round the neck; neck-tie
  • ସଂ. ବି (ଗଳ+ବନ୍ଧନ) — ଗୋରୁ ଗାଈଙ୍କ ବେକର ପଘା — A rope with a halter