ଗଳନ୍ତିକା Gaḻantikā

  • ସଂ. ବି. (ଗଳ୍ ଧାତୁ+ଅନ୍ତି+ସଂଜ୍ଞାର୍ଥେ. କ+ସ୍ତ୍ରୀ. ଆ) — (ଯହିଁରୁ ପାଣି ଝରେ) ଝରୀ; ଗଡ଼ୁ — A spouted water-pot
  • ସଂ. ବି. (ଗଳ୍ ଧାତୁ+ଅନ୍ତି+ସଂଜ୍ଞାର୍ଥେ. କ+ସ୍ତ୍ରୀ. ଆ) — ବସୁନ୍ଧରା ଘଡ଼ି; ଯେଉଁ ଘଡ଼ିର ତଳେ କଣାରୁ ପାଣି ଟୋପା— ଟୋପା ବୋହି ତୁଳସୀ ଗଛ ବା ଦେବତାଙ୍କ ଉପରେ ପଡ଼େ — A small water-jar with a hole at the bottom from which water drops on Tuḻasi tree or some Idol