ଗଳଦ୍ଘର୍ମ Gaḻadgharma

  • ସଂ. ବିଣ. (ବହୁବ୍ରୀହି; ଗଳତ୍+ଘର୍ମ) — (ପରିଶ୍ରମ ବା ଭୟ ହେତୁରୁ) ଯାହା ଦେହରୁ ବେଶି ଝାଳ ବୋହି ଯାଉଥାଏ — In a state of profuse perspiration; with sweat breaking out in big drops
  • ସଂ. ବି. (କର୍ମଧା) — ଶରୀରରୁ ବୋହୁଥିବା ଝାଳ — Running sweat