ଗଳଦଶ୍ରୁ Gaḻadaṡru
- ସଂ. ବିଣ. (ବହୁବ୍ରୀହି; ଗଳତ୍+ଅଶ୍ରୁ) — ଯାହା ଆଖିରୁ ଲୁହ ବୋହି ଯାଉଅଛି — With tears trickling or rolling down
- ସଂ. ବିଣ. (ବହୁବ୍ରୀହି; ଗଳତ୍+ଅଶ୍ରୁ) — ଲୁହ ଗଡ଼ୁଥିବା (ନେତ୍ର) — (eyes) With tears rolling down
- ସଂ. ବିଣ. (ବହୁବ୍ରୀହି; ଗଳତ୍+ଅଶ୍ରୁ) — ଉଦ୍ବେଳ ସାଗର ପ୍ରାୟ ଲକ୍ଷ ଲକ୍ଷ ପ୍ରଜା ଗଳଦଶ୍ରୁ ନେତ୍ରେ, ପୁଣି ହୀନ ହୀନ ବେଶେ। ରାଧାନାଥ, ମହାଯାତ୍ରା।
- ସଂ. ବି. (କର୍ମଧା) — ବୋହୁଥିବା ଲୁହ — Trickling tears