ଗଲ୍ଲଚାତୁରୀ Gallachāturī

  • ସଂ. ବିଣ (ଗଲ୍ଲ=ଗାଲ+ଚାତୁରୀ=ତକିଆ) — ଶୋଇବା ବ୍ଯକ୍ତିର ଗାଲ ତଳେ ଯେଉଁ ତକିଆ ବ୍ଯବହାର କରାଯାଏ; ଗାଲତକିଆ — A small round pillow. put underneath the cheek of a person while sleeping