ଗର୍ହଣ Garhaṇa

  • ସଂ. ବି. (ଗର୍ହ୍ ଧାତୁ+ଭାବ. ଅନ) — ନିନ୍ଦା — Censure; blame
  • ସଂ. ବି. (ଗର୍ହ୍ ଧାତୁ+ଭାବ. ଅନ) — ଅଭିଯୋଗ; ଦୋଷାରୋପ — Laying blame; finding fault; charge; accusation
  • ସଂ. ବି. (ଗର୍ହ୍ ଧାତୁ+ଭାବ. ଅନ) — ତିରସ୍କାର — Rebuking; reproach
  • ଗ୍ରା. (ଇତର) ବି. (ସଂ. ଗ୍ରହଣ) — ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ — Solar or lunar eclipse