ଗର୍ହଣୀୟ Garhaṇīya

  • ସଂ. ବିଣ. (ଗର୍ହ୍ ଧାତୁ+କର୍ମ. ଅନୀୟ) — ନିନ୍ଦ୍ୟ; ନିନ୍ଦନୀୟ — Blameworthy
  • ସଂ. ବିଣ. (ଗର୍ହ୍ ଧାତୁ+କର୍ମ. ଅନୀୟ) — ମନ୍ଦ — Vile; bad; abominable