ଗର୍ଲାଏକ୍ Gar-lāek

  • ବୈଦେ. ବିଣ. (ଆ. ଗୈର୍+ଲାୟକ୍) — ଅଯୋଗ୍ୟ; ନାଲାଏକ୍ — unfit; unworthy
  • ବି — ଯେଉଁ ଜମିରେ ଶସ୍ୟ ଜନ୍ମେ ନାହିଁ; ପତିତ ଜମି; ପଡ଼ିଆ — Barren or waste land