ଗର୍ଭୋପଘାତ Garbhopaghāta

  • ସଂ. ବି. ( 6 ଷ୍ଠୀ ତତ୍; ଗର୍ଭ+ଉପଘାତ) — ଗର୍ଭସ୍ରାବ; ଜାତଗର୍ଭର ନାଶ; ଗଭୁରି ପକାଇବା — Miscarriage; abortion