ଗର୍ଭୋତ୍ପାଦନ Garbhotpādana

  • ସଂ. ବି. ( 6 ଷ୍ଠୀ ତତ୍; ଗର୍ଭ+ଉତ୍ପାଦନ) — ଗର୍ଭବତୀ ହେବା — Conception; pregnancy
  • ସଂ. ବି. ( 6 ଷ୍ଠୀ ତତ୍; ଗର୍ଭ+ଉତ୍ପାଦନ) — ପେଟରେ କରିବା; ଗର୍ଭବତୀ କରିବା — Impregnation