ଗର୍ଭିଣୀ Garbhiṇī

  • ସଂ. ବି. ସ୍ତ୍ରୀ. (ଗର୍ଭ+ଇନ୍+ସ୍ତ୍ରୀ. ଇ) — ଅନ୍ତଃସତ୍ୱା ସ୍ତ୍ରୀ — Pregnant female
  • ସଂ. ବି. ସ୍ତ୍ରୀ. (ଗର୍ଭ+ଇନ୍+ସ୍ତ୍ରୀ. ଇ) — ତାଙ୍କ ନାମ ଶୁଣିଲେ ଲୋକେ ଥରନ୍ତି, ଗର୍ଭିଣୀ ଗାଈ ବାଟ ଛାଡ଼ି ଦିଏ। ଫକୀରମୋହନ, ଛମାଣଆଠଗୁଣ୍ଠ।
  • ସଂ. ବି. ସ୍ତ୍ରୀ. (ଗର୍ଭ+ଇନ୍+ସ୍ତ୍ରୀ. ଇ) — ନବସନ୍ତାନବତୀ; ପୁଆତୀ — A woman who has been recently delivered of a child
  • ସଂ. ବି. ସ୍ତ୍ରୀ. (ଗର୍ଭ+ଇନ୍+ସ୍ତ୍ରୀ. ଇ) — ପ୍ରାଚୀନ ଭାରତରେ ଚଳୁଥିବା ବଡ଼ ଅର୍ଣ୍ଣବପୋତବିଶେଷ — A kind of big sea-going vesel used in ancient India
  • ସଂ. ବି. ସ୍ତ୍ରୀ. (ଗର୍ଭ+ଇନ୍+ସ୍ତ୍ରୀ. ଇ) — [ଦ୍ର—ଏହାର ଲମ୍ବରେ 80 ହାତ। ଚଉଡ଼ାରେ 40 ହାତ ଓ ଉଚ୍ଚତାରେ 40 ହାତ। ଏଥିରେ ଯାତ୍ରା କରିବା ଅଶୁଭ ଓ ଅନିଷ୍ଟକର ବୋଲି ବିବେଚିତ ହଉଥିଲା। ହି. ଶବ୍ଦସାଗର।] — [ଦ୍ର—ଏହାର ଲମ୍ବରେ80ହାତ ଚଉଡ଼ାରେ40ହାତ ଓ ଉଚ୍ଚତାରେ40ହାତ ଏଥିରେ ଯାତ୍ରା କରିବା ଅଶୁଭ ଓ ଅନିଷ୍ଟକର ବୋଲି ବିବେଚିତ ହଉଥିଲା ହି. ଶବ୍ଦସାଗର]
  • ସଂ. ବିଣ, — ଅନ୍ତଃସତ୍ୱା — Pregnant; big with child; in a the family way
  • ସଂ. ବିଣ, — ନବସନ୍ତାନବତୀ — Recently delivered of a child