ଗର୍ଭାଶଙ୍କା Garbhāṡaṅkā

  • ସଂ. ବି. ( 6 ଷ୍ଠୀ ତତ୍; ଗର୍ଭ+ଆଶଙ୍କା) — ସ୍ତ୍ରୀ ଗର୍ଭବତୀ ହେବାର ସନ୍ଦେହ — Suspicion of pregnancy