ଗର୍ଭାଧାନ Garbhādhāna
- ସଂ. ବି. (ଗର୍ଭ+ଆଧାନ=ଉତ୍ପାଦନ) — ନିଶେକ; ସ୍ତ୍ରୀ ରଜସ୍ୱଳା ହେବା ପରେ ଶୁଭ ଦିବସରେ ସ୍ୱାମୀଙ୍କର ସହବାସ ଉପଲକ୍ଷେ କର୍ମ (ଏହା ଦ୍ୱିଜାତିମାନଙ୍କର ଗୋଟିଏ ସଂସ୍କାର) — The ceremony of a consumation of marriage
- ସଂ. ବି. (ଗର୍ଭ+ଆଧାନ=ଉତ୍ପାଦନ) — ଗର୍ଭୋତ୍ପାଦନାର୍ଥ ସ୍ତ୍ରୀ ସହବାସ — Cohabitation with a view to ensure conception
- ସଂ. ବି. (ଗର୍ଭ+ଆଧାନ=ଉତ୍ପାଦନ) — ସ୍ତ୍ରୀ ଗର୍ଭରେ ଶୁକ୍ର ଶୋଣିତ ସଂଯୋଗରେ ଗର୍ଭୋତ୍ପାଦନ — Impregnation; conception
- ଦେ. ବିଣ — ଗର୍ଭବତୀ — Pregnant
- ଦେ. ବିଣ — ବୃକ୍ଷକୁ ମଧ୍ୟ ବିପରୀତେ ଆଲିଙ୍ଗନ କରି ସେ ଦୁଇ ନାରୀ ହେଲେ ଗର୍ଭାଧାନ। କୃଷ୍ଣସିଂହ, ମହାଭାରତ, ବନ।