ଗର୍ଭଲକ୍ଷଣ Garbhalakshaṇa

  • ସଂ. ବି. ( 6 ଷ୍ଠୀ ତତ୍; ଗର୍ଭ+ଲକ୍ଷଣ) — ନାରୀ ଗର୍ଭବତୀ ହେବାର ନିଦର୍ଶନ (ଯଥା—ପେଟ ଉଚ୍ଚ ଦେଖାଯିବା, ସ୍ତନସ୍ଫୀତି, ସ୍ତନ ଟିପିଲେ ଧଳା ରସର ନିଦର୍ଶନ ଆଦି) — Signs of pregnancy