ଗର୍ଭମାସ Garbhamāsa

  • ସଂ. ବି. ( 6 ଷ୍ଠୀ ତତ୍) — ଗର୍ଭୋତ୍ପତ୍ତିର ମାସ — The month of pregnancy
  • ସଂ. ବି. ( 6 ଷ୍ଠୀ ତତ୍) — ଗର୍ଭାଧାନଠାରୁ ଗଣନା ହେବା ମାସକ୍ରମ — Month of pregnancy
  • ସଂ. ବି. ( 6 ଷ୍ଠୀ ତତ୍) — [ଦ୍ର—ହିନ୍ଦୁଶାସ୍ତ୍ରମତେ ଗର୍ଭରେ ଭ୍ରୂଣ ଦଶମାସ ଦଶଦିନ ରହେ।]