ଗର୍ଭବେଦନା Garbhabedanā
- ସଂ. ବି. (ମ. ପ. ଲୋ; ଗର୍ଭଜନିତ ବେଦନା) — ଗର୍ଭାବସ୍ଥାରେ ଶିଶୁ ଦ୍ୱାରା ଅନୁଭୂତ କ୍ଳେଶ — (supposed) Throes of a child while in the womb
- ସଂ. ବି. (ମ. ପ. ଲୋ; ଗର୍ଭଜନିତ ବେଦନା) — ଗର୍ଭାବସ୍ଥାରେ ଗର୍ଭିଣୀଦ୍ୱାରା ଅନୁଭୂତ କ୍ଳେଶ — Throes of a pregnant woman during pregnancy
- ସଂ. ବି. (ମ. ପ. ଲୋ; ଗର୍ଭଜନିତ ବେଦନା) — ପ୍ରସବକାଳରେ ଜନନୀର ଯନ୍ତ୍ରଣା — Throes of child-birth; travail; labour in child-birth