ଗର୍ଭବାସ Garbhabāsa
- ସଂ. ବି. (ରୂପକ କର୍ମଧାରୟ; ଗର୍ଭ+ବାସ) — ଯେଉଁଠାରେ ଗର୍ଭସ୍ଥ ଭ୍ରୂଣ ବାସ କରେ; କୁକ୍ଷି; ଜରାୟୁ — Womb; uterus
- ସଂ. ବି. (ରୂପକ କର୍ମଧାରୟ; ଗର୍ଭ+ବାସ) — ଭ୍ରୂଣର ଗର୍ଭରେ ଅବସ୍ଥାନ — Being in the womb; existence of the foetus in the womb
- ଦେ. ବି — ଗର୍ଭଧାରଣ; ପେଟରେ ହେବା — Pregnancy
- ଦେ. ବି — ଲୋପାମୁଦ୍ରା ତହୁଁ ଲଭିଲେ ଗର୍ଭବାସ—କୃଷ୍ଣସିଂହ, ମହାଭାରତ, ବନ।
- ଦେ. ବିଣ — ଗର୍ଭାବତୀ — Pregnant; heavy with child
- ଦେ. ବିଣ — ସେ ନାରୀ ହେଲା ଗର୍ଭବାସ। ଯଶୋବନ୍ତ, ପ୍ରେମଭକ୍ତି ବ୍ରହ୍ମଗୀତା।