ଗର୍ଭବାରତା Garbhabāratā

  • ଦେ. ବି. — ଅନ୍ତରର କଥା; ଗୁପ୍ତକଥା — Secret matter
  • ଦେ. ବି. — ଶ୍ରୀହର ବୋଇଲେ ଶୁଣ କୃପାକଟାକ୍ଷି ସର୍ବ ଗର୍ଭବାରତା କି ଓହାଡ଼େ ଅଛି—ପ୍ରାଚୀ, ରହସ୍ୟମଞ୍ଜରୀ।