ଗର୍ଭବସତି Garbhabasati

  • ସଂ. ବି — ଭ୍ରୂଣର ଗର୍ଭରେ ଅବସ୍ଥାନ — Being in the womb
  • ସଂ. ବି — ଗର୍ଭ; କୁକ୍ଷି; ଜରାୟୁ — Uterus; womb