ଗର୍ଭବତୀ Garbhabatī

  • ସଂ. ବି. ସ୍ତ୍ରୀ (ଗର୍ଭ+ବତ୍+ସ୍ତ୍ରୀ. ଈ.) — ଗର୍ଭିଣୀ; ଅନ୍ତଃସତ୍ତ୍ୱା ସ୍ତ୍ରୀ — Pergnant woman; big with child; in the family way
  • ସଂ. ବିଣ. ସ୍ତ୍ର — ଅନ୍ତଃସତ୍ୱା — Pregnant