ଗର୍ଭପାତକ Garbhapātaka

  • ସଂ. ବି. (ଗର୍ଭ+ପତ ଧାତୁ ଣିଚ୍+ଅକ) — ଭ୍ରୂଣ— ହତ୍ୟାକାରୀ; ଯେଉଁ ପୁରୁଷ ଗର୍ଭିଣୀର ଗର୍ଭପାତ କରାଏ — A man who causes abortion
  • ସଂ. ବି. (ଗର୍ଭ+ପତ ଧାତୁ ଣିଚ୍+ଅକ) — ରକ୍ତ ଶୋଭାଞ୍ଜନ ଗଛ; ରକ୍ତ ସଜନା ଗଛ — Red sajina tree; horse hadish tree
  • ସଂ. ବିଣ. ପୁଂ. — ଯେଉଁ ବ୍ଯକ୍ତି ଗର୍ଭସ୍ରାବ କରାଏ — (a person) Causing abortion
  • ସଂ. ବିଣ. ପୁଂ. — ଯେଉଁ ବସ୍ତୁ ବା ଔଷଧ ସେବନ କଲେ ଗର୍ଭପାତ ଘଟେ — (things) causing abortion