ଗର୍ଭନାଡ଼ୀ Garbhanāṟḍ̠ī

  • ସଂ. ବି. ( 6 ଷ୍ଠୀ ତତ୍; ଗର୍ଭ+ନାଡ଼ୀ) — ଗର୍ଭସ୍ଥ ଫୁଲ-ନାଡ଼; ଗର୍ଭସ୍ଥ ଶିଶୁର ନାଭିଠାରୁ ଯେଉଁ ନାଡ଼ ଫୁଲ ସହିତ ସଂଯୁକ୍ତ ଥାଏ — Umbilical cord