ଗର୍ଭଚ୍ୟୁତି Garbhachyuti

  • ସଂ. ବି. ( 5 ମୀ ତତ୍; ଗର୍ଭ+ଚ୍ୟୁତି) — ବେଇବା; ପ୍ରସବ; ଜନ୍ମ — Birth; delivery
  • ସଂ. ବି. ( 5 ମୀ ତତ୍; ଗର୍ଭ+ଚ୍ୟୁତି) — ଗର୍ଭସ୍ରାବ — Miscarriage