ଗର୍ଭଗୃହ Garbhagṛuha

  • ସଂ. ବି. (ମ. ପ. ଲୋ; ଗର୍ଭରେ ଅବସ୍ଥିତ ଗୃହ) — ଘରଭିତରେ ଥିବା କୋଠରି; ଅଭ୍ୟନ୍ତର ଗୃହ; ଗମ୍ଭୀରି ଘର — Inner house; a dark unventiated room inside many houses
  • ସଂ. ବି. (ମ. ପ. ଲୋ; ଗର୍ଭରେ ଅବସ୍ଥିତ ଗୃହ) — ଦେଉଳର ଗମ୍ଭୀରା; ଯେଉଁ ଘରେ ଦେବତା ଥାଆନ୍ତି — The sanctuary of a temple
  • ସଂ. ବି. (ମ. ପ. ଲୋ; ଗର୍ଭରେ ଅବସ୍ଥିତ ଗୃହ) — ସୂତିକାଗାର; ପ୍ରସବ ଗୃହ — Lying-in room