ଗର୍ଭକେଶର Garbhakesara

  • ସଂ. ବି. (ମ. ପ. ଲୋ. ଗର୍ଭମଧ୍ୟସ୍ଥ କେଶର) — ଫୁଲର ମଧ୍ୟସ୍ଥ ବଡ଼ କେଶର ଯହିଁରେ ପୁଂ. କେଶର ପଡ଼ିଲେ ଫଳ ହୁଏ; ପୁଷ୍ପ ଯୋନି — Pistil of a flower