ଗର୍ଭକ୍ଳେଶ Garbhakḻeṡa

  • ସଂ. ବି. (ମଧ୍ୟପଦଲୋପୀ; ଗର୍ଭଧାରଣଜନିତ କ୍ଳେଶ) — ଗର୍ଭଧାରଣ କାଳରେ ଭ୍ରୂଣର ଗତି ଓ ସ୍ଥିତି ଜନିତ ଗର୍ଭିଣୀର ଅନୁଭୂତ କ୍ଳେଶ — Pain caused by the embryo to the mother
  • ସଂ. ବି. (ମଧ୍ୟପଦଲୋପୀ; ଗର୍ଭଧାରଣଜନିତ କ୍ଳେଶ) — ପ୍ରସବ ବେଦନା — Throes of child-birth