ଗର୍ବିତା Garbitā

  • ସଂ. ବି. (ଗର୍ବିନ୍+ ଭାବ. ତା) — ଗର୍ବ — Pride; arrogance
  • ସଂ. ବି. (ଗର୍ବିନ୍+ ଭାବ. ତା) — ବନ୍ଧା ହୋଇବେ ଛାଡ଼ି ଧଇର୍ଯ୍ୟ ଗର୍ବିତା—କୃଷ୍ଣସିଂହ, ମହାଭାରତ, ବନ।