ଗର୍ବକାରୀ Garbakārī

  • ସଂ. ବିଣ (ଗର୍ବ+କୃ ଧାତୁ+ ଇନ୍ 1 ମା; 1 ବ) — ଗର୍ବିତ — Proud
  • ସଂ. ବିଣ (ଗର୍ବ+କୃ ଧାତୁ+ ଇନ୍ 1 ମା; 1 ବ) — ଅହଙ୍କାରୀ — Arrogant