ଗର୍ବ ଖର୍ବ କରିବା Garba kharba karibā

  • ଦେ. କ୍ରି (ସଂ. ଗର୍ବ+ଖର୍ବ+କୃ ଧାତୁ) — ଅହଙ୍କାରୀ ବ୍ଯକ୍ତିର ଅହଙ୍କାରକୁ ଚୂର୍ଣ୍ଣ କରିବା — To humiliate a proud person; to make another eat the humble pie or kiss the dust; to crush another's arrogance