ଗର୍ପସନ୍ଦ୍ Gar-pasand

  • ବୈଦେ. ବିଣ. (ଆ. ଗୈର୍+ପସନ୍ଦ୍) — ଯାହା ପସନ୍ଦକୁ ଆସେ ନାହିଁ; ବିଶ୍ୱାସର ଅଯୋଗ୍ୟ — Incredible
  • ବୈଦେ. ବିଣ. (ଆ. ଗୈର୍+ପସନ୍ଦ୍) — ଅମନୋନୀତ — Unapproved
  • ବି — ମନୋନୟନର ଅଭାବ; ଅନନୁମୋଦନ — Want or absence of approval; disapproval