ଗର୍ଦ୍ଧିତ Garddhita

  • ସଂ. ବିଣ. (ଗୃଧ ଧାତୁ+ କର୍ତ୍ତୃ. ତ) — ଲୋଭୀ — Covetous
  • ସଂ. ବିଣ. (ଗୃଧ ଧାତୁ+ କର୍ତ୍ତୃ. ତ) — ଇଚ୍ଛୁକ; ଲାଳାୟିତ — Desirous; eager