ଗର୍ଗାଜି Gar-gāji

  • ଦେ. ବି. (ସଂ. ଗର୍ଜନ) — ଗଳଗାଜି; ଉଚ୍ଚୈଃସ୍ୱରରେ ଗର୍ଜନ — High roar
  • ଦେ. ବି. (ସଂ. ଗର୍ଜନ) — ବିପନ୍ନଜୀବର ଆତୁରତାପୂର୍ଣ୍ଣ ଗର୍ଜନ — Groaning of an animal in distress