ଗର୍ଗାଜିବା Gar-gājibā
- ଦେ. କ୍ରି. (ସଂ. ଗର୍ଜନ) — ଗଳଗାଜିବା; ଉଚ୍ଚୈଃସ୍ୱରରେ ଗରଜିବା — To roar loudly
- ଦେ. କ୍ରି. (ସଂ. ଗର୍ଜନ) — ଅତି ଆକ୍ରାନ୍ତ ହୋଇ ଜୀବନବିକଳରେ ଗର୍ଜିବା — To groan in distress
- ଦେ. କ୍ରି. (ସଂ. ଗର୍ଜନ) — (ମେଘ) ଗର୍ଜନ ସହିତ ମୂଷଳଧାରାରେ ବର୍ଷା କରିବା — To rain cats and dogs accompanied with thunder