ଗରୁ Garu
- ଦେ. ବିଣ. (ସଂ. ଗୁରୁ) — ଅତ୍ୟଧିକ — Excessive
- ଦେ. ବିଣ. (ସଂ. ଗୁରୁ) — ମହତ୍ — Great
- ଦେ. ବିଣ. (ସଂ. ଗୁରୁ) — ରାୟେ ମନସିଜ, ବିଜୟ କଲା ଗୁରୁତର ତେଜ। ପ୍ରାଚୀନ—ରସବାରିଧି।
- ଦେ. ବିଣ. (ସଂ. ଗୁରୁ) — ବଡ଼ — Large
- ଦେ. ବିଣ. (ସଂ. ଗୁରୁ) — ଭାରି — Heavy
- ଦେ. ବିଣ. (ସଂ. ଗୁରୁ) — ବିକଳ୍ପତା ଉପୁଜିଲା ସୁଗ୍ରୀବେ ବଡ଼ ଗୁରୁଏ ହୋଇଥିଲା ପୂର୍ବେ। ଭଞ୍ଜ, ବୈଦହୀଶବିଳାସ।
- ଦେ. ବିଣ. (ସଂ. ଗୁରୁ) — ଅତ୍ୟନ୍ତ ଭାରି — Very heavy
- ଦେ. ବିଣ. (ସଂ. ଗୁରୁ) — ଗୁରୁ ପୟୋଧର ନିତମ୍ବ ବିଧିରେ ଗମନ ବିଳମ୍ବ। ଭୂପତି, ପ୍ରେମପଞ୍ଚାମୃତ।
- ଦେ. ବିଣ. (ସଂ. ଗୁରୁ) — ଗର୍ଭଭାର ଯୋଗୁଁ କ୍ଳାନ୍ତ (ଶରୀର) — Tired on account of pregnancy
- ଦେ. ବିଣ. (ସଂ. ଗୁରୁ) — କଷ୍ଟକର — Grievous; troublesome
- ଦେ. ବିଣ. (ସଂ. ଗୁରୁ) — ମୋହର ମନେ ଖେଦ କରୁ ଏ କଥା ମୋତେ ବଡ଼ ଗୁରୁ। ଜଗନ୍ନାଥ, ଭାଗବତ।
- ଦେ. ବିଣର ବିଣ — ଅତ୍ୟନ୍ତ — Very much