ଗରୁଡ଼ାଙ୍କିତ Gauṟḍ̠āṅkita

  • ସଂ. ବିଣ. ( 3 ୟା ତତ୍; ଗରୁଡ଼+ଅଙ୍କିତ) — ଗରୁଡ଼ଚିହ୍ନ ଯହିଁରେ ଅଙ୍କିତ ହୋଇ ଥାଏ (ବିଷ୍ଣୁଙ୍କ ରଥର ପତାକା) — (the flag of Bishṇu's car) Bearing the figure of Garuṟḍ̠a
  • ସଂ. ବି — ଗରୁଡ଼ାଶ୍ମା (ଦେଖ) — Garuṟḍ̠āṡmā (See)