ଗରୁଡ଼ାଗ୍ରଜ Garuṟḍ̠āgraja
- ସଂ. ବି. ( 6 ଷ୍ଠୀ ତତ୍; ଗରୁଡ଼+ଅଗ୍ରଜ) — କଶ୍ୟପପତ୍ନୀ ବିନତାଙ୍କ ଗର୍ଭଜାତ ଦୁଇ ଅଣ୍ଡ ମଧ୍ୟରୁ ଗୋଟିଏ ଅଣ୍ଡରୁ ଅକାଳଜାତ ସନ୍ତାନ; ଅରୁଣ; ସୂର୍ଯ୍ୟସାରଥି — The Dawn personified; the sun's charioteer, the elder son of Binatā wife of Kaṡyapa
- ସଂ. ବି. ( 6 ଷ୍ଠୀ ତତ୍; ଗରୁଡ଼+ଅଗ୍ରଜ) — [ଦ୍ର—ଅରୁଣ ଓ ଗରୁଡ଼ଙ୍କ ଜନ୍ମବୃତ୍ତାନ୍ତ ଗରୁଡ଼ପୁରାଣରେ ବର୍ଣ୍ଣିତ ହୋଇଅଛି। ଅରୁଣ ଗରୁଡ଼ଙ୍କର କନିଷ୍ଠ କିନ୍ତୁ ଅକାଳରେ ପୂର୍ବରୁ ଡିମ୍ବରୁ ଜନ୍ମିଥିଲେ।]