ଗରୁଡ଼ବାହନ Garuṟḍ̠abāhana

  • ସଂ. ବି. (ବହୁବ୍ରୀହି; ଗରୁଡ଼+ବାହନ) — ବିଷ୍ଣୁ — An epithet of Bishṇu
  • ସଂ. ବି. (ବହୁବ୍ରୀହି; ଗରୁଡ଼+ବାହନ) — (ରୂପକ)—ବାହନ ରୂପେ ବିଷ୍ଣୁଙ୍କ ଦ୍ୱାରା ବ୍ଯବହୁତ ଗରୁଡ଼ — Garuṟḍ̠a used as a vehicle by Bishṇu