ଗରୁଡ଼ ପୁରାଣ Garuṟḍ̠a purāṇa
- ସଂ. ବି. (ମଧ୍ୟପଦଲୋପୀ; ଗରୁଡ଼+ପୁରାଣ) — ଅଷ୍ଟାଦଶ ପୁରାଣନ୍ତର୍ଗତ ଗରୁଡ଼ର ଜନ୍ମ ଓ କର୍ମ ବର୍ଣ୍ଣନାତ୍ମକ ପୁରାଣ — One of the eighteen Purāṇas dealing with the birth and life of Garuṟḍ̠a
- ସଂ. ବି. (ମଧ୍ୟପଦଲୋପୀ; ଗରୁଡ଼+ପୁରାଣ) — [ଦ୍ର—ଏଥିରେ ଯମପୁର ଓ ଅନେକ ନରକର ବର୍ଣ୍ଣନା ଅଛି।]